ଦୀପାବଳି ପାଇଁ ଭୁବନେଶ୍ବରରେ ୭ଟି ଜାଗାରେ ମିଳିବ ବାଣ

ଭୁବନେଶ୍ବର: କୋଭିଡ-୧୯ କାରଣରୁ ବିଗତ ୨ ବର୍ଷରେ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇଥିଲା। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର … Continue reading ଦୀପାବଳି ପାଇଁ ଭୁବନେଶ୍ବରରେ ୭ଟି ଜାଗାରେ ମିଳିବ ବାଣ